ପ୍ରସ୍ରାବ Prasrāba

  • ସଂ. ବି. (ପ୍ର+ ସ୍ରବ) — ମୂତ୍ର; ପଇତକ୍ — Urine
  • ସଂ. ବି. (ପ୍ର+ ସ୍ରବ) — ମୂତିବା — Urination
  • ସଂ. ବି. (ପ୍ର+ ସ୍ରବ) — ଟୋପା ଟୋପା ହୋଇ ପଡ଼ିବା — Oozing; dropping
  • ସଂ. ବି. (ପ୍ର+ ସ୍ରବ) — କ୍ଷରଣ; ଝରିବା — Flowing