ପ୍ରସ୍ରବଣ Prasrabaṇa

  • ସଂ. ବି. (ପ୍ର+ଶ୍ରୁ ଧାତୁ= ସ୍ରବିବା+ଭାବ. ଅନ) — ଝରଣା; ନିର୍ଝର — Spring; cascade; water-fall
  • ସଂ. ବି. (ପ୍ର+ଶ୍ରୁ ଧାତୁ= ସ୍ରବିବା+ଭାବ. ଅନ) — କ୍ଷରଣ; ଝରିବା — Oozing; dripping
  • ସଂ. ବି. (ପ୍ର+ଶ୍ରୁ ଧାତୁ= ସ୍ରବିବା+ଭାବ. ଅନ) — ମାଲ୍ୟବାନ୍ ପର୍ବତ — A range of hills in the Western ghats of India