ପ୍ରସ୍ଫୁରିତ Prasphurita

  • ସଂ. ବିଣ. (ପ୍ର+ସ୍ଫୁରିତ) — ସ୍ଫୀତ; ଫୁଲି ଉଠିବା — Swollen
  • ସଂ. ବିଣ. (ପ୍ର+ସ୍ଫୁରିତ) — ମୁକୁଳିତ — Budded
  • ସଂ. ବିଣ. (ପ୍ର+ସ୍ଫୁରିତ) — ବିକଶିତ — Full blown
  • ସଂ. ବିଣ. (ପ୍ର+ସ୍ଫୁରିତ) — ଥରୁଥିବା; କମ୍ପିତ — Shaking; shivering quivering; trembling