ପ୍ରସ୍ତୁତି Prastuti

  • ସଂ. ବି. (ପ୍ର+ସ୍ତୁ ଧାତୁ+ଭାବ. ତି) — ପ୍ରଶଂସା — Praise
  • ସଂ. ବି. (ପ୍ର+ସ୍ତୁ ଧାତୁ+ଭାବ. ତି) — ପ୍ରସ୍ତାବନା — Prelude; prologue
  • ସଂ. ବି. (ପ୍ର+ସ୍ତୁ ଧାତୁ+ଭାବ. ତି) — ଉପସ୍ଥିତି — Presence
  • ସଂ. ବି. (ପ୍ର+ସ୍ତୁ ଧାତୁ+ଭାବ. ତି) — ନିଷ୍ପତ୍ତି — Decision