ପ୍ରସ୍ତାବ ଗ୍ରହଣ Prastāba grahaṇa

  • ସଂ. ବି. (ଆଧୁନିକ; 6 ଷ୍ଠୀ ତତ୍) — ସଭାରେ ଉପସ୍ଥାପିତ ପ୍ରସ୍ତାବର ସଭ୍ୟମାନଙ୍କ ଦ୍ୱାରା ମଞ୍ଜୁର କରାଯିବା — The passing of a proposal
  • ସଂ. ବି. (ଆଧୁନିକ; 6 ଷ୍ଠୀ ତତ୍) — [ଦ୍ର—ସଭା ସମିତିରେ ଉପସ୍ଥାପିତ ପ୍ରସ୍ତାବ ସମ୍ପର୍କରେ କେତେଗୁଡ଼ିଏ ଶବ୍ଦ ଭାଷାରେ ବ୍ୟବହୃତ ହୁଏ; ଯଥା—ପ୍ରସ୍ତାବ ଅନୁମୋଦନ, ପ୍ରସ୍ତାବ ସମର୍ଥନ, ପ୍ରସ୍ତାବ ସଂଶୋଧନ, ପ୍ରସ୍ତାବ ନାମଞ୍ଜୁର।]