ପ୍ରସାରଣ Prasāraṇa
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — ବିସ୍ତାର କରିବା; ମେଲାଇବା — Spreading; extending; unfolding
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — ଶତ୍ରୁଙ୍କୁ ବେଷ୍ଟନ କରିବା — Surrounding the enemy
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — ପ୍ରସାର; ପ୍ରସରଣ — Going out for forage
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — ମେଲି ହୋଇ ଯିବା — Expanding
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — (ବ୍ୟାକରଣ) ସନ୍ଧି ଆଦିର ନିୟମ ଅନୁସାରେ ଉଷ୍ଣବର୍ଣ୍ଣମାନଙ୍କ (ଯ, ର, ୱ) ସ୍ୱର ବର୍ଣ୍ଣରେ (ଇ, ଋ, ଉ) ପରିବର୍ତ୍ତନ — (grammar) The change of a semi- vowel into a vowel
- ସଂ. ବି. (ପ୍ର+ସୃ ଧାତୁ ଣିଚ୍=ସାରି ଧାତୁ+ଭାବ. ଅନ) — ପଣ୍ୟ ଦ୍ରବ୍ୟାଦିକୁ ବିକ୍ରି ନିମନ୍ତେ ମେଲାଇବା; ପସରା ମେଲାଇବା — Exhibiting or exposing commodities for sale