ପ୍ରସାଧିତ Prasādhita

  • ସଂ. ବିଣ (ପ୍ର+ସାଧିତ) — ସୁସମ୍ପାଦିତ; ସମାହିତ — Accomplished; welldone
  • ସଂ. ବିଣ (ପ୍ର+ସାଧିତ) — ଅଳଙ୍କୃତ; ସଜ୍ଜିତ — Decorated; embellished
  • ସଂ. ବିଣ (ପ୍ର+ସାଧିତ) — ପ୍ରମାଣିତ — Pronounced (Apte)