ପ୍ରସାଧନୀ Prasādhanī

  • ସଂ. ବି. (ପ୍ରସାଧନ+ସ୍ତ୍ରୀ. ଈ) — କଙ୍କତିକା; ପାନିଆ — Comb
  • ସଂ. ବି. (ପ୍ରସାଧନ+ସ୍ତ୍ରୀ. ଈ) — ଭାଙ୍ଗ; ସିଦ୍ଧି — An intoxicating drink made with the leaves of hemp