ପ୍ରସାଧକ Prasādhaka

  • ସଂ. ବିଣ. ପୁଂ. (ପ୍ର+ସାଧ୍ ଧାତୁ=ସିଦ୍ଧ କରିବା; ଭୂଷିତ କରିବା+କର୍ତ୍ତୃ. ଅକ) — ନିର୍ବାହକ — Accomplishing
  • ସଂ. ବିଣ. ପୁଂ. (ପ୍ର+ସାଧ୍ ଧାତୁ=ସିଦ୍ଧ କରିବା; ଭୂଷିତ କରିବା+କର୍ତ୍ତୃ. ଅକ) — ବେଶକାରୀ — Adorning; decorating
  • ସଂ. ବିଣ. ପୁଂ. (ପ୍ର+ସାଧ୍ ଧାତୁ=ସିଦ୍ଧ କରିବା; ଭୂଷିତ କରିବା+କର୍ତ୍ତୃ. ଅକ) — ପରିଷ୍କାରକ — Cleansing; purifying
  • ସଂ. ବି — ଭୃତ୍ୟ — Servant
  • ସଂ. ବି — ବେଶକାରୀ ଭୃତ୍ୟ; ଖଟଣି ସେବକ — A servant whose duty is to dress the master or mistress; a valet-de-chambre