ପ୍ରସାଦନ Prasādana
- ସଂ. ବି (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+ଭାବ. ଅନ) — ପ୍ରସନ୍ନତା ସମ୍ପାଦନ — Gratifying; act of pleasing; propitiating
- ସଂ. ବି (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+ଭାବ. ଅନ) — ପରିଷ୍କରଣ — Clearing; cleansing; purifying
- ସଂ. ବି (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+ଭାବ. ଅନ) — ଅନ୍ନ — Boiled rice
- ସଂ. ବି (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+ଭାବ. ଅନ) — ରାଜକୀୟ ପଟ୍ଟବାସ — A royal tent (Apte)
- ସଂ. ବିଣ. ପୁଂ. — ପ୍ରସନ୍ନତାସମ୍ପାଦନକାରୀ (ହି. ଶ) — Propitiating; pleasing