ପ୍ରସାଦକ Prasādaka

  • ସଂ. ବିଣ. ପୁଂ. (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ) — ନିର୍ମଳତାସମ୍ପାଦକ — Bringing about or producing clearness
  • ସଂ. ବିଣ. ପୁଂ. (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ) — ଅନୁଗ୍ରହାକାଙ୍କ୍ଷୀ — Solicitous of favour
  • ସଂ. ବିଣ. ପୁଂ. (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ) — ପ୍ରୀତିକର — Pleasing
  • ସଂ. ବିଣ. ପୁଂ. (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ) — ନିର୍ମଳ — Clear
  • ସଂ. ବିଣ. ପୁଂ. (ପ୍ର+ସଦ୍ ଧାତୁ ଣିଚ୍=ସାଦି ଧାତୁ+କର୍ତ୍ତୃ. ଅକ) — ଯେ ପ୍ରସନ୍ନତା ଜନ୍ମାଏ — Propitiating
  • ସଂ. ବି — ଦେବଧାନ୍ୟ — A kind of grain
  • ସଂ. ବି — ବାସ୍ତୁକ; ବଥୁଆ ଶାଗ — A kind of pot-herb; white goose foot; Chenopodium Album