ପ୍ରସର Prasara

  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ଆଗକୁ ଗତି — Advancing
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ଗମନ; ଚଳନ — Going; motion
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ଘୋଟିଯିବା — Act of spreading; pervading
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ବେଗ — Velocity; speed; fleetness
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ସୁବିଧା; ସୁଯୋଗ — Opportunity; occasion
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ବିସ୍ତାର; ବ୍ୟାପ୍ତି — Spreading; extending; extension; expansion
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ସ୍ଥାନ — Space; room
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ଯଥେଷ୍ଟ ସ୍ଥାନ — Ample space
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ସ୍ୱାର୍ଥ ପ୍ରବୃତ୍ତି — 2. Selfish desire
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ପ୍ରକର୍ଷ; ପ୍ରାଧାନ୍ୟ — Excellence; eminence
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — ଉତ୍ପତ୍ତି — Birth; production
  • ସଂ. ବି—(ପ୍ର+ସୃ ଧାତୁ= ଯିବା; ବ୍ୟାପିବା+ ଭାବ. ଅ) — (+କର୍ମ. ଅ) ସମୂହ; ରାଶି — Multitude; heap; collection