ପ୍ରସରାଇବା Prasarāibā

  • ଦେ. କ୍ରି. (ପ୍ରସରିବାର ଣିଜନ୍ତରୂପ) — ଇତସ୍ତତଃ ପ୍ରସାରିତ କରିବା — To spread abroad
  • ଦେ. କ୍ରି. (ପ୍ରସରିବାର ଣିଜନ୍ତରୂପ) — ପ୍ରଚାର କରିବା — To publish
  • ଦେ. କ୍ରି. (ପ୍ରସରିବାର ଣିଜନ୍ତରୂପ) — ପୃଥ୍ୱୀଚକ୍ରବାଳପରିଦୃଢ଼ ବାଲୁକେଶ ପ୍ରସରାଇଲେ ଏ ଗୀତ। କବିସୂର୍ଯ୍ୟ. କିଶୋରୀଚମ୍ପୂ।