ପ୍ରସର ହେବା Prasara hebā

  • ଦେ. କ୍ରି. (ସଂ. ପ୍ରସର=ବିକାଶ) — ଫସରଫାଟିବା — To dawn
  • ଦେ. କ୍ରି. (ସଂ. ପ୍ରସର=ବିକାଶ) — ପଲକ ନ ପଡ଼ୁ ଦ୍ୱାରକା ମିଳିଲା, ଆସି ପ୍ରସର ହୋଇଲା ରାତି। ପ୍ରାଚୀ. ରହସ୍ୟମଞ୍ଜରୀ।