ପ୍ରସମୀକ୍ଷଣ Prasamīkshaṇa

  • ସଂ. ବି.—(ପ୍ର+ସମୀକ୍ଷଣ) — ବିବେଚନା — Consideration
  • ସଂ. ବି.—(ପ୍ର+ସମୀକ୍ଷଣ) — ଉତ୍ତମରୂପେ ବିଚାର କରିବା — Deliberation
  • ସଂ. ବି.—(ପ୍ର+ସମୀକ୍ଷଣ) — ତର୍କବିତର୍କ — Discussion