ପ୍ରସଭ ହରଣ Prasabha haraṇa

  • ସଂ. ବି—(ପ୍ରସଭ+ହରଣ) — ଜବରଦସ୍ତି କୌଣସି ବସ୍ତୁ ନେଇଯିବା; ବଳାତ୍କାର ପୂର୍ବକ ହରଣ; ଡକାଇତି — Dacoity; snatching away anything by force
  • ସଂ. ବି—(ପ୍ରସଭ+ହରଣ) — ବଳପୂର୍ବକ ସ୍ତ୍ରୀହରଣ — Kidnapping