ପ୍ରସବିବା Prasabibā

  • ଦେ. (ପଦ୍ୟ) କ୍ରି—(ସଂ. ପ୍ରସବ) — (ସନ୍ତାନ) ଜନ୍ମ କରିବା — To give birth to; to bring forth
  • ଦେ. (ପଦ୍ୟ) କ୍ରି—(ସଂ. ପ୍ରସବ) — ଲକ୍ଷ୍ମଣ ଶତ୍ରୁଘ୍ନେ ସୁମିତ୍ରା ପ୍ରସବିଲେ— କୃଷ୍ଣସିଂହ. ମହାଭାରତ, ବନ।