ପ୍ରସବ ବନ୍ଧନ Prasaba bandhana

  • ସଂ. ବି.—( 6 ଷ୍ଠୀ ତତ୍; ପ୍ରସବ+ ବନ୍ଧନ) — ଫୁଲ, ଫଳ ଓ ପତ୍ରାଦିର ଡେମ୍ଫ — Footstalk of a leaf, fruit or flower; peduncle
  • ସଂ. ବି.—( 6 ଷ୍ଠୀ ତତ୍; ପ୍ରସବ+ ବନ୍ଧନ) — ଫୁଲ ଗଭାର କାଠି (ହି. ଶ.) — A splinter or twig to which a nosegay is tied or fixed