ପ୍ରସନ୍ନ Prasanna

  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ହୃଷ୍ଟ; ପ୍ରଫୁଲ୍ଲ; ସନ୍ତୁଷ୍ଟ — Pleased; delighted; cheerful; complacent
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ଅନୁକୂଳ — Favourable; propitious; gracious; kindly disposed towards
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ନିର୍ମଳ; ପରିଷ୍କୃତ — Clear; clean
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ସ୍ୱଚ୍ଛ — Pellucid; transparent
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ଉଜ୍ଜ୍ୱଳ — Bright
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ସୁବୋଧଗମ୍ୟ — Plain; easily intelligible (Apte)
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ଶାନ୍ତ — Tranquil; soothed
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ମନୋହର — Pleasing
  • ସଂ. ବିଣ. (ପ୍ର+ସଦ୍ ଧାତୁ=ଯିବା+କର୍ତ୍ତୃ. ତ) — ସତ୍ୟ; ଠିକ୍; ଯଥାର୍ଥ — True; correct (Apte)
  • ଦେ. ବି. — ପ୍ରଫୁଲ୍ଲତା; ଶୋଭା; ପ୍ରସନ୍ନତା — Grace; beauty
  • ଦେ. ବି. — କି ରୂପରେ ହେବ ପୁଣି ସେ ରୂପ ଦର୍ଶନ, ଅନୁମାନ ଅଗୋଚର ତନୁକୁ ପ୍ରସନ୍ନ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ବି. — (ପୁଂ) ଲୋକଙ୍କୁ ଦିଆଯିବା ନାମ — A name given to males