ପ୍ରସନ୍ନେ Prasanne
- ଦେ. କ୍ରି. ବିଣ — ପ୍ରକାଶ୍ୟ ରୂପରେ — In an open manner
- ଦେ. କ୍ରି. ବିଣ — ମୁଖ ଅଧର ବିରସ ହରଷ ପଦ ହେଉ ଥିଲା ପ୍ରସନ୍ନେ ନାଶିଲା ମଧ୍ୟେ ରହି କୂଚ—କେଶ—ଭଞ୍ଜ. ପ୍ରେମସୁଧାନିଧି।
- ଦେ. କ୍ରି. ବିଣ — ପ୍ରସନ୍ନତା ସହକାରେ; ମନୋହରରୂପେ — Favourably; gracefully
- ଦେ. କ୍ରି. ବିଣ — ଆନନ୍ଦିତ ହୋଇ — With delight; delightedly