ପ୍ରସଙ୍ଗେ Prasaṅge

  • ଦେ. କ୍ରି. ବିଣ. (ସଂ. ପ୍ରସଙ୍ଗେଣ) — ପ୍ରସଙ୍ଗକ୍ରମେ — In the course of a subject
  • ଦେ. କ୍ରି. ବିଣ. (ସଂ. ପ୍ରସଙ୍ଗେଣ) — କହିଲି ସିନା ମୁହିଁ କଥାର ପ୍ରସଙ୍ଗେ। କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।