ପ୍ରସଙ୍ଗୀ Prasaṅgī
- ସଂ. ବିଣ.—(ପ୍ରସଙ୍ଗ+ଇନ୍; 1 ମା 1 ବ.) — ଅନୁରକ୍ତ — Fond of; attached to; devoted to (Apte)
- ସଂ. ବିଣ.—(ପ୍ରସଙ୍ଗ+ଇନ୍; 1 ମା 1 ବ.) — ଅପ୍ରଧାନ — Secondary; subordinate (Apte)
- ସଂ. ବିଣ.—(ପ୍ରସଙ୍ଗ+ଇନ୍; 1 ମା 1 ବ.) — ସାମୟିକ ଘଟିବା; ଭୋଦେବା — Incidental; occasional (Apte)