ପ୍ରସଙ୍ଗ ବିଧ୍ୱଂସ Prasaṅga bidhwaṁsa
- ସଂ. ବି. ( 6 ଷ୍ଠୀ ତତ୍; ପ୍ରସଙ୍ଗ+ବିଧ୍ୱଂସ) — ମାନମୋଚନର 6 ଟି ନିର୍ଦ୍ଦିଷ୍ଟ ଉପାୟ ମଧ୍ୟରୁ ଗୋଟିଏ; ମିଥ୍ୟା ଭୟ ଦେଖାଇ ମାନିନୀର ମନରେ ଭୟ ଉପୁଜାଇ ତାହାର ଅଭିମାନକୁ ଛଡ଼ାଇବା (ହି. ଶ.) — ମାନମୋଚନର6ଟି ନିର୍ଦ୍ଦିଷ୍ଟ ଉପାୟ ମଧ୍ୟରୁ ଗୋଟିଏ; ମିଥ୍ୟା ଭୟ ଦେଖାଇ ମାନିନୀର ମନରେ ଭୟ ଉପୁଜାଇ ତାହାର ଅଭିମାନକୁ ଛଡ଼ାଇବା (ହି. ଶ.)—Removing the displeasure from mind of a sullen mistress by infusing in her a false fear