ପ୍ରସକ୍ତି Prasakti

  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଅନୁରକ୍ତି; ଆସକ୍ତି — Attachment; devotion
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ପ୍ରଣୟ; ପ୍ରେମ — Love; affection
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଅନୁମିତି — Inference; deduction; conclusion (Apte)
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ପ୍ରସଙ୍ଗ — A topic or subject of discourse or controversy
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ମିଳନ; ସଂଯୋଗ — Connection; union; intercourse; association
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଉତ୍ସାହ; ଅଧ୍ୟବସାୟ — Perseverance; energy (Apte)
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଉପାର୍ଜନ — Acquisition; earning
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ବ୍ୟାପ୍ତି — 1. Spreading; expansion
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ନିଯୁକ୍ତି; ପ୍ରବୃତ୍ତି — Engagement; activity; addiction to; occupation
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଆପତ୍ତି — Objection
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ପ୍ରସନ୍ନତା — Favourableness
  • ସଂ. ବି. (ପ୍ର+ ସଂଜ୍ ଧାତୁ+ ଭାବ. ତି) — ଲାଗିଯାଇ ଥିବା; ସଂଶ୍ଳେଷ — Adherence