ପ୍ରଶ୍ୱାସ Praṡwāsa

  • ସଂ. ବି. (ପ୍ର=ପ୍ରକୃଷ୍ଟ; ସମ୍ୟକ୍+ଶ୍ୱାସ) — ନାକ ବାଟେ ପଦାକୁ ଆସିବା ବାୟୁ; ନାସିକାଗତ ବାୟୁର ନିର୍ଗମ — Expiration; exhalation
  • ସଂ. ବି. (ପ୍ର=ପ୍ରକୃଷ୍ଟ; ସମ୍ୟକ୍+ଶ୍ୱାସ) — [ଦ୍ର— ଏହା 'ଶ୍ୱାସ' ଓ 'ନିଶ୍ୱାସ' ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ।]
  • ସଂ. ବି. (ପ୍ର=ପ୍ରକୃଷ୍ଟ; ସମ୍ୟକ୍+ଶ୍ୱାସ) — ନାକ ବାଟେ ବହିର୍ଗତ ଶ୍ୱାସ (ହି. ଶ.) — Breath exhaled from the nostrils
  • ସଂ. ବି. (ପ୍ର=ପ୍ରକୃଷ୍ଟ; ସମ୍ୟକ୍+ଶ୍ୱାସ) — ନାକ ବାଟେ ଶ୍ୱାସ ବାୟୁର ଗମନାଗମନ — Breath; respiration (Apte)