ପ୍ରଶ୍ରୟ Praṡraya

  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ସମ୍ମାନସୂଚକ ଭଙ୍ଗୀ — Respectful demeanour
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ଗେଲ; ଆଦର; ଯତ୍ନ — Fondness; solicitude
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ପ୍ରଣୟ; ସ୍ନେହ — Affection; attachment; love (Apte)
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ବିନୟ — Civility; courtesy; politeness
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ସ୍ନେହଯୁକ୍ତ ସମ୍ମାନ — Regard; esteem
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ବିଶ୍ୱାସ; ଆସ୍ଥା — Trust, reliance; confidence
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) (+ କର୍ମ. ଅ) ଆଶ୍ରୟ; ଠେକ (ହି. ଶ.) — Prop
  • ସଂ. ବି. (ପ୍ର+ଶ୍ରି ଧାତୁ=ସେବା କରିବା, ଆଶ୍ରୟ କରିବା+ ଭାବ. ଅ) ଆଶ୍ରୟ ସ୍ଥାନ (ହି. ଶବ୍ଦସାଗର) — Place of refuge; shelter