ପ୍ରଶ୍ରିତ Praṡrita

  • ସଂ. ବିଣ.—(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ) — ଆଦୃତ — Respected; esteemed
  • ସଂ. ବିଣ.—(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ) — ସ୍ନେହପ୍ରାପ୍ତ — Loved
  • ସଂ. ବିଣ.—(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ) — ଗେଲବସର; ଗେହ୍ଲା; ମୁହଁ ପାଇଥିବା — Fondled; treated with indulgence
  • ସଂ. ବିଣ.—(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ) — (କର୍ତ୍ତୃ. ତ)—ବିନୀତ — Humble; loyal
  • ସଂ. ବିଣ.—(ପ୍ର+ ଶ୍ରି ଧାତୁ= ସେବା କରିବା+କର୍ମ. ତ) — ଶିଷ୍ଟ; ଭଦ୍ର — Civil; polite; courteous (Apte)