ପ୍ରଶାସିତ Praṡāsita

  • ସଂ. ବିଣ. (ପ୍ର+ଶାସିତ) — ଉତ୍ତମରୂପେ ଶାସିତ — 1. Well governed
  • ସଂ. ବିଣ. (ପ୍ର+ଶାସିତ) — ବ୍ୟବସ୍ଥା ଦ୍ୱାରା ପ୍ରକାଶିତ — Promulgated; ordinated
  • ସଂ. ବିଣ. (ପ୍ର+ଶାସିତ) — ବିଧିବଦ୍ଧ — Enacted