ପ୍ରଶାସିତା Praṡāsitā
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ଶାସନକର୍ତ୍ତା — Governor; ruler
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ମିତ୍ର (ହି. ଶ.) — Friend
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ପରିଚାଳକ — Superintendent; guide; conductor; director
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ଋତ୍ୱିକ୍; ପୁରୋହିତ — Priest
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ରାଜା — King (Apte)
- ସଂ. ବି ଓ ବିଣ. ପୁଂ.—(ପ୍ର+ଶାସ୍ ଧାତୁ=ଶାସନ କରିବା+କର୍ତ୍ତୃ. ତ) — ପରାମର୍ଶଦାତା — Adviser (Apte)