ପ୍ରଶାସନ Praṡāsana

  • ସଂ. ବି. (ପ୍ର+ଶାସନ) — ରାଜବିଧି; ଆଇନ — Ordinance; law; regulation
  • ସଂ. ବି. (ପ୍ର+ଶାସନ) — ପ୍ରକୃଷ୍ଟ ଶାସନ — Excellent administration
  • ସଂ. ବି. (ପ୍ର+ଶାସନ) — ରାଜ୍ୟ ଶାସନ — Government (Apte)
  • ସଂ. ବି. (ପ୍ର+ଶାସନ) — କର୍ତ୍ତବ୍ୟ ସମ୍ବନ୍ଧେ ଶିକ୍ଷା ଦାନ (ହି. ଶବ୍ଦସାଗର) — Enjoining (Apte)