ପ୍ରଶମିତ Praṡamita
- ସଂ. ବିଣ—(ପ୍ର+ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ଶମତାପ୍ରାପ୍ତ; ଯାହାକୁ ଅନ୍ୟ କେହି ଶାନ୍ତ କରାଇ ଅଛି — Palliated. tranquilised
- ସଂ. ବିଣ—(ପ୍ର+ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ନିବାରିତ — Prevented
- ସଂ. ବିଣ—(ପ୍ର+ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ଶାନ୍ତି — Appeased, satiated