ପ୍ରଶଂସିତ Praṡaṁsita

  • ସଂ. ବିଣ. ପୁଂ. (ପ୍ର+ଶଂସ୍ ଧାତୁ+କର୍ମ. ତ) — ଯାହାର ଗୁଣ କୀର୍ତ୍ତନ କରାଯାଇ ଅଛି; ଯାହାକୁ ପ୍ରଶଂସା କରା ଯାଇଅଛି — Eulogised; praised; extolled; applauded