ପ୍ରଶଂସିତା Praṡaṁsitā

  • ଗ୍ରା. (ପ୍ରାଚୀନ ପଦ୍ୟ) ବିଣ. (ପୁଂ. ଓ ସ୍ତ୍ରୀ. ରେ ବ୍ୟବହାର) — ପ୍ରଶଂସିତ (ଦେଖ) — Praṡaṁsita (See)
  • ଗ୍ରା. (ପ୍ରାଚୀନ ପଦ୍ୟ) ବିଣ. (ପୁଂ. ଓ ସ୍ତ୍ରୀ. ରେ ବ୍ୟବହାର) — ବାସଚ୍ଛରେ ଯେ ପ୍ରଶଂସିତା ବିଖ୍ୟାତ ଜଟାୟୁ ନାମ ତା! ଭଞ୍ଜ. ବୈଦେହୀଶବିଳାସ।