ପ୍ରଶଂସିତବ୍ୟ Praṡaṁsitabya

  • ସଂ. ବିଣ. (ପ୍ର+ଶଂସ୍ ଧାତୁ+କର୍ମ. ତବ୍ୟ) — ପ୍ରଶଂସା ପାଇବାର ଯୋଗ୍ୟ; ପ୍ରଶଂସିତ ହେବାର ଯୋଗ୍ୟ — Praiseworthy; deserving praise