ପ୍ରରୋଚନ Prarochana
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ଉତ୍ତେଜନ; ମତାଇବା; ଉଦ୍ଦୀପନା; ଉସକେଇବା — Stimulating; exciting; inditement; instigation; prompting
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ପ୍ରବର୍ତ୍ତାଇବା — Persuation
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ପ୍ରସନ୍ନତା ସମ୍ପାଦନ; ସନ୍ତୋଷ କରାଇବା — Propitiating
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ଫୁସୁଲାଇବା — Seduction; inveigling
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ପ୍ରେରଣା — Causation
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — ପ୍ରସ୍ତାବନାର ଅଙ୍ଗବିଶେଷ; ଦର୍ଶକମାନଙ୍କ ଅନୁଗ୍ରହଲାଭ ଆଶାରେ ନାଟକର ପ୍ରସ୍ତାବନାର ଯେଉଁ ଅଂଶରେ ଗ୍ରନ୍ଥ— କାରଙ୍କର ବା ବର୍ଣ୍ଣିତ ବିଷୟର ସୁଯଶଃ ଘୋଷିତ ହୋଇଥାଏ — A prelude extolling the author or the subject matter of a drama; a valedictory introduction to a drama
- ସଂ. ବି. (ପ୍ର+ରୁଚ୍ ଧାତୁ ଣିଚ୍=ରୋଚି ଧାତୁ+ ଭାବ. ଅନ+ସ୍ତ୍ରୀ. ଆ) — କୌଣସି ବିଷୟରେ ରୁଚି ଜନ୍ମାଇବା (ହି. ଶ) — Creating a taste for anything