ପ୍ରଯୋଜ୍ୟ Praj̄ojya

  • ସଂ. ବିଣ. (ପ୍ର+ୟୁଜ୍ ଧାତୁ+କର୍ମ. ଯ) — ପ୍ରୟୋଗ କରିବା ଯୋଗ୍ୟ; ପ୍ରଯୁକ୍ତ ହେବା ଯୋଗ୍ୟ; ବ୍ୟବହାର୍ଯ୍ୟ — Fit to be used or employed; applicable; serviceable
  • ସଂ. ବିଣ. (ପ୍ର+ୟୁଜ୍ ଧାତୁ+କର୍ମ. ଯ) — ଯାହା ଦ୍ୱାରା କୌଣସି କାର୍ଯ୍ୟ ସାଧିତ ହୁଏ — Instrumental
  • ସଂ. ବିଣ. (ପ୍ର+ୟୁଜ୍ ଧାତୁ+କର୍ମ. ଯ) — ଯାହାକୁ ପ୍ରୟୋଗ କରାଯାଏ — That which is applied
  • ସଂ. ବିଣ. (ପ୍ର+ୟୁଜ୍ ଧାତୁ+କର୍ମ. ଯ) — ଯାହା ପ୍ରୟୋଗ କରାଯିବ — To be applied
  • ସଂ. ବିଣ. (ପ୍ର+ୟୁଜ୍ ଧାତୁ+କର୍ମ. ଯ) — ଆଚରଣୀୟ; କର୍ତ୍ତବ୍ୟ (ହି. ଶ) — Fit to be done; proper
  • ସଂ. ବି — ମୂଳଧନ; ବ୍ୟବସାୟାଦିରେ ଖଟାଯିବା ଧନ — Capital; money invested in trade
  • ସଂ. ବି — ଭୃତ୍ୟ — Servant
  • ସଂ. ବି — କାର୍ଯ୍ୟସାଧନର ଉପାୟ — Instrument or means used to accomplish a work