ପ୍ରଯୋକ୍ତା Praj̄oktā
- ସଂ. ବିଣ. ପୁଂ.—(ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ତୃ. 1 ମା. 1 ବ.) ପ୍ରୟୋଗକାରୀ — Applying; employing
- ସଂ. ବିଣ. ପୁଂ.—(ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ତୃ. 1 ମା. 1 ବ.) ଉତ୍ତେଜକ; ଯେ ମତାଏ ବା ପ୍ରବର୍ତ୍ତାଏ — Intoxicating; stimulating; inciting
- ସଂ. ବିଣ. ପୁଂ.—(ପ୍ର+ଯୁଜ୍ ଧାତୁ+କର୍ତ୍ତୃ. ତୃ. 1 ମା. 1 ବ.) ଯେ ବାଣ ଆଦି ମାରେ — Shooting an arrow
- ସଂ. ବି. ପୁଂ. — ଉତ୍ତମର୍ଣ୍ଣ; ଋଣଦାତା; ମହାଜନ — Creditor; capitalist
- ସଂ. ବି. ପୁଂ. — ନାଟକର ସୂତ୍ରଧାର — Chief actor; leading actor