ପ୍ରଯୁତ୍ସୁ Praj̄utsu

  • ସଂ. ବିଣ. ପୁଂ. (ପ୍ର+ଯୁଧ୍ ଧାତୁ+କର୍ତ୍ତୃ. ସୁ) — ଯୋଦ୍ଧା (ହି. ଶ) — Warrior
  • ସଂ. ବିଣ. ପୁଂ. (ପ୍ର+ଯୁଧ୍ ଧାତୁ+କର୍ତ୍ତୃ. ସୁ) — ମେଣ୍ଢା (ହି. ଶ) — Ram
  • ସଂ. ବିଣ. ପୁଂ. (ପ୍ର+ଯୁଧ୍ ଧାତୁ+କର୍ତ୍ତୃ. ସୁ) — ସନ୍ନ୍ୟାସୀ — An ascetic
  • ସଂ. ବିଣ. ପୁଂ. (ପ୍ର+ଯୁଧ୍ ଧାତୁ+କର୍ତ୍ତୃ. ସୁ) — ଇନ୍ଦ୍ର — Indra
  • ସଂ. ବିଣ. ପୁଂ. (ପ୍ର+ଯୁଧ୍ ଧାତୁ+କର୍ତ୍ତୃ. ସୁ) — ବାୟୁ — Air; wind