ପ୍ରଯୁକ୍ତ Praj̄ukata

  • ସଂ. ବିଣ. (ପ୍ର+ଯୁକ୍ତ) — ବ୍ୟବହୃତ — Used; employed
  • ସଂ. ବିଣ. (ପ୍ର+ଯୁକ୍ତ) — ଦୃଢ଼ସଂଯୋଗବିଶିଷ୍ଟ — Intimately connected or mixed up; closely united with or joined to
  • ସଂ. ବିଣ. (ପ୍ର+ଯୁକ୍ତ) — ନିଦ୍ରିତ — Asleep
  • ସଂ. ବିଣ. (ପ୍ର+ଯୁକ୍ତ) — ଋଣ ଦିଆଯାଇଥିବା; ସୁଧରେ ଲଗା ଯାଇଥିବା; ବେପାରରେ ଖଟା ଯାଇଥିବା; ପ୍ରୟୋଗ କରାଯାଇଥିବା (ଧନାଦି) — Lent; invested; applied
  • ସଂ. ବିଣ. (ପ୍ର+ଯୁକ୍ତ) — ନିନ୍ଦିତ — Scandalous; infamous
  • ସଂ. ବିଣ. (ପ୍ର+ଯୁକ୍ତ) — ସଂଯମବିଶିଷ୍ଟ — Restrained; controlled
  • ସଂ. ବିଣ. (ପ୍ର+ଯୁକ୍ତ) — ଅର୍ପିତ — Endowed
  • ସଂ. ବିଣ. (ପ୍ର+ଯୁକ୍ତ) — ଉତ୍ପନ୍ନ; ଜାତ — Produced by; resulting from; caused by
  • ସଂ. ବିଣ. (ପ୍ର+ଯୁକ୍ତ) — ନିଯୁକ୍ତ — Appointed; commissioned; employed
  • ସଂ. ବିଣ. (ପ୍ର+ଯୁକ୍ତ) — ପ୍ରେରିତ — Sent; despatched
  • ସଂ. ବିଣ. (ପ୍ର+ଯୁକ୍ତ) — ଉଲ୍ଲିଖିତ — Mentioned above
  • ସଂ. ବିଣ. (ପ୍ର+ଯୁକ୍ତ) — ଉଚ୍ଚାରିତ — Pronounced; uttered