ପ୍ରଯୁକ୍ତି Praj̄ukti
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ପ୍ରୟୋଜନ — Necessity; occasion
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ମୁଖ୍ୟ ଉଦ୍ଦେଶ୍ୟ — Main reason; main object; end motive
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ହେତୁ; କାରଣ — Reason; cause
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ବ୍ୟବହାର; ପ୍ରୟୋଗ — Application; employment; use; investment
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ପ୍ରେରଣ — Sending; commission
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ଶବ୍ଦର ଉଚ୍ଚାରଣବିଶେଷ — A peculiar pronunciation of words
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ପ୍ରକୃଷ୍ଟ ଯୁକ୍ତି — Excellent reasoning
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ପ୍ରଯତ୍ନ — Exertion; effort (Apte)
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ମତାଇବା; ଉତ୍ତେଜନ — Incitement; instigation
- ସଂ. ବି. (ପ୍ର+ଯୁଜ୍ ଧାତୁ+ଭାବ. ତି) — ଫଳ — Consequence