ପ୍ରମ୍ଳାନ Pramḻāna

  • ସଂ. ବିଣ. (ପ୍ର+ମ୍ଳୈ ଧାତୁ=କର୍ତ୍ତୃ. ତ) — ଅତ୍ୟନ୍ତ ମ୍ଳାନ — Faded; withered away
  • ସଂ. ବିଣ. (ପ୍ର+ମ୍ଳୈ ଧାତୁ=କର୍ତ୍ତୃ. ତ) — ଅତି ମଳିଆ — Very dirty; soiled