ପ୍ରମୋହନ Pramohana

  • ସଂ. ବି. (ପ୍ର+ମୁହ୍ ଧାତୁ ଣିଚ୍ ମୋହି ଧାତୁ+ ଭାବ. ଅନ) — ମୋହିତ କରିବା — Fascinating
  • ସଂ. ବି. (ପ୍ର+ମୁହ୍ ଧାତୁ ଣିଚ୍ ମୋହି ଧାତୁ+ ଭାବ. ଅନ) — (+କର୍ତ୍ତୃ. ଅନ) ଶତ୍ରୁ ଦଳକୁ ମୋହ ଯୁକ୍ତ କରିବା ଅସ୍ତ୍ରବିଶେଷ (ହି. ଶ) — A kind of weapon which causes swooning amongst the enemy