ପ୍ରମୋଦିତ Pramodita

  • ସଂ. ବିଣ. (ପ୍ର+ମୁଦ୍ ଧାତୁ ଣିଚ୍+କର୍ମ ତ) — ଆନନ୍ଦିତ — Delighted; overjoyed
  • ସଂ. ବି — କୁବେରଙ୍କ ନାମ — A name of Kubera (Apte)