ପ୍ରମୋଦ ସଟ୍ଟକ Pramoda saṭṭaka

  • ସଂ. ବି — ଶାନ୍ତି ଓ ପିପାସା ଦୂରକାରୀ ପାନୀୟବିଶେଷ — A kind of drink which expels lassitude
  • ସଂ. ବି — [ଦ୍ର—ବସାଦହି ସଙ୍ଗେ ଚିନି, ମରୀଚ, ପୀପ୍ପଳି, ଲବଙ୍ଗ, କର୍ପୂର ଗୁଣ୍ଡା ଓ ପାଚିଲା ଡାଳିମ୍ବ ମଞ୍ଜି ମିଶା ଯାଇ ଏହା ପ୍ରସ୍ତୁତ ହୁଏ। ହି. ଶ]