ପ୍ରମୋଦ ନଦ Pramoda nada

  • ସଂ. ବି. (ରୂପକ କର୍ମଧା; ପ୍ରମୋଦ+ନଦ) — ଆନନ୍ଦ ସାଗର — Ocean of joy; boundless joy
  • ସଂ. ବି. (ରୂପକ କର୍ମଧା; ପ୍ରମୋଦ+ନଦ) — ଦ୍ୱିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନି ଗଲେ କର ଧରି। କବିସୂର୍ଯ୍ୟ, କିଶୋରୀଚମ୍ପୂ ଦ ଗୀତ।