ପ୍ରମୋଦ କାନନ Pramoda kānana

  • ସଂ. ବି. (ପ୍ରମୋଦ=କାନନ) — ଖୁସ୍ ବଗିଚା; ଆମୋଦ ପ୍ରମୋଦ ନିମନ୍ତେ ଉଦ୍ଦିଷ୍ଟ ଉଦ୍ୟାନ — A pleasure-garden