ପ୍ରମା Pramā

  • ସଂ. ବି. (ପ୍ର+ମା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ନିଶ୍ଚୟବୋଧ ବା ଜ୍ଞାନ — Conviction
  • ସଂ. ବି. (ପ୍ର+ମା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — (ନ୍ୟାୟ) ସତ୍ୟ ଜ୍ଞାନ — (logic) Knowledge
  • ସଂ. ବି. (ପ୍ର+ମା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ନିଆଁ; ମୂଳଦୁଆ (ହି. ଶ) — Foundation
  • ସଂ. ବି. (ପ୍ର+ମା ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ମାପ (ହି. ଶ) — Measurement