ପ୍ରମାଦିକା Pramādikā
- ସଂ. ବି. ସ୍ତ୍ରୀ—(ପ୍ର+ମଦ୍ ଧାତୁ=ଅସାବଧାନ ହେବା+ କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ପ୍ରଗଳ୍ଭା କନ୍ୟା; ଅଣ୍ଡିରାଚଣ୍ଡୀ — An impudent girl
- ସଂ. ବି. ସ୍ତ୍ରୀ—(ପ୍ର+ମଦ୍ ଧାତୁ=ଅସାବଧାନ ହେବା+ କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ଦୂଷିତା କନ୍ୟା; ଯେଉଁ କୁମାରୀର ପୁରୁଷସଂଭୋଗ ଘଟିଅଛି — A deflowered girl; a ravished maiden
- ସଂ. ବି. ସ୍ତ୍ରୀ—(ପ୍ର+ମଦ୍ ଧାତୁ=ଅସାବଧାନ ହେବା+ କର୍ତ୍ତୃ. ଅକ+ସ୍ତ୍ରୀ. ଆ) — ଅସାବଧାନା ସ୍ତ୍ରୀ — A careless woman (Apte)