ପ୍ରମାଦ ବଧ Pramāda badha

  • ସଂ. ବି—(ମ. ପ. ଲୋ. କର୍ମଧା; ପ୍ରମାଦ+ବଧ; ଆଧୁନିକ ପ୍ରୟୋଗ) — ଅନିଚ୍ଛାସତ୍ୱେ କୃତ ବା ଅସାବ— ଧାନତାଜନିତ ନରହତ୍ୟା — Killing a person through carelessness or error; culpable homicide not amounting to murder