ପ୍ରମାତା Pramātā

  • ସଂ. ବିଣ. ପୁଂ. (ପ୍ର+ମା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ବିଚାର ବା ସ୍ଥିର କରିବାକୁ ସମର୍ଥ — Competent to judge or ascertain. (Apte)
  • ସଂ. ବିଣ. ପୁଂ. (ପ୍ର+ମା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ପ୍ରମାଣକାରକ — Proving; demonstrating
  • ସଂ. ବିଣ. ପୁଂ. (ପ୍ର+ମା ଧାତୁ+କର୍ତ୍ତୃ. ତୃ; 1 ମା. 1 ବ.) — ଯେ ପ୍ରମାଣ ବା ସତ୍ୟଜ୍ଞାନ ଲାଭ କରିଅଛି (ହି. ଶ) — One who has acquired true or correct knowledge or right notion
  • ସଂ. ବି — ପ୍ରତ୍ୟକ୍ଷ ପ୍ରମାଣ — Direct evidence
  • ସଂ. ବି — ପ୍ରକୃତ ସାକ୍ଷୀ — A true witness
  • ସଂ. ବି — ପ୍ରତିଫଳିତ ମନୋବୃତ୍ତି — Reflected emotion
  • ସଂ. ବି — ନଜୀର୍ — Authority (Apte)